ବଜ୍ର ତୁଣ୍ଡ Bajra tuṇḍa
- ସଂ. ବି. (ବହୁବ୍ରୀହି; ବଜ୍ର+ ତୁଣ୍ଡ) — ଗରୁଡ଼ (ହି. ଶ.) — Garuṟḍ̠a
- ସଂ. ବି. (ବହୁବ୍ରୀହି; ବଜ୍ର+ ତୁଣ୍ଡ) — ଗଣେଶ (ହି. ଶ.) — Gaṇeṡa
- ସଂ. ବି. (ବହୁବ୍ରୀହି; ବଜ୍ର+ ତୁଣ୍ଡ) — ଶାଗୁଣା (ହି. ଶ.) — Vulture
- ସଂ. ବି. (ବହୁବ୍ରୀହି; ବଜ୍ର+ ତୁଣ୍ଡ) — ମଶା (ହି. ଶ.) — Mosquito
- ସଂ. ବି. (ବହୁବ୍ରୀହି; ବଜ୍ର+ ତୁଣ୍ଡ) — ସିଜୁ (ହି. ଶ.) — Euphorbia