ବଜ୍ର କାପତା Bajra kāpata

  • ଦେ. ବି. (ସଂ. ବଜ୍ର ଓ କାତ=କାତି) — ନେଉଳ ଜାତୀୟ ଏକପ୍ରକାର ଅଦନ୍ତ କଠିନ— ଶଳ୍କଯୁକ୍ତ କୀଟଭୁକ୍ ସରୀସୃପ୍ — The Pangolin (a reptile); the scaly ant-eater; Manis Tricuspis; Manis Pentadactyla
  • ଦେ. ବି. (ସଂ. ବଜ୍ର ଓ କାତ=କାତି) — [ଦ୍ର—ଏହାର ଦେହଯାକ, ପଦ ଓ ପୁଚ୍ଛରେ କଠିନ କାତି ପରି ଆବରଣ ଥାଏ। ଶତ୍ରୁ ଆକ୍ରମଣ କଲେ ଏମାନେ ମୁହଁ ଓ ଲାଞ୍ଜକୁ ଯାକି ଏପରି ଗୁଡ଼ାଇ ହୋଇ ଯାଆନ୍ତି ଯେ ଚାରିପାଖେ କେବଳ କଠିନ କାତି ଛଡ଼ା ଆଉ କିଛି ଦେଖାଯାଏ ନାହିଁ। ଏମାନଙ୍କ ଦେହ ପ୍ରାୟ 1 ହାତ ଓ ପୁଚ୍ଛ 1 ହାତ ଲମ୍ବ। ଏମାନେ ଛାଡ଼ିଥିବା କାତିରୁ କିମ୍ବା ଏମାନଙ୍କୁ ମାରି ଏମାନଙ୍କ କାତିରୁ ମୁଦି ତିଆରି କରାଯାଏ। ଏମାନେ ଅଦନ୍ତ ଓ କୀଟଭୁକ୍।] — [ଦ୍ର—ଏହାର ଦେହଯାକ, ପଦ ଓ ପୁଚ୍ଛରେ କଠିନ କାତି ପରି ଆବରଣ ଥାଏ ଶତ୍ରୁ ଆକ୍ରମଣ କଲେ ଏମାନେ ମୁହଁ ଓ ଲାଞ୍ଜକୁ ଯାକି ଏପରି ଗୁଡ଼ାଇ ହୋଇ ଯାଆନ୍ତି ଯେ ଚାରିପାଖେ କେବଳ କଠିନ କାତି ଛଡ଼ା ଆଉ କିଛି ଦେଖାଯାଏ ନାହିଁ ଏମାନଙ୍କ ଦେହ ପ୍ରାୟ1ହାତ ଓ ପୁଚ୍ଛ1ହାତ ଲମ୍ବ ଏମାନେ ଛାଡ଼ିଥିବା କାତିରୁ କିମ୍ବା ଏମାନଙ୍କୁ ମାରି ଏମାନଙ୍କ କାତିରୁ ମୁଦି ତିଆରି କରାଯାଏ ଏମାନେ ଅଦନ୍ତ ଓ କୀଟଭୁକ୍]