ବଜ୍ର କଣ୍ଟକ Bajra kaṇṭaka

  • ସଂ. ବି. (ବହୁବ୍ରୀହି; ବଜ୍ର ପରି କଠିନ କଣ୍ଟକ ଯାହାର) — କୋକିଳାକ୍ଷ ବା କୋଇଲିଖା ନାମକ କଣ୍ଟକୀ ଗୁଳ୍ମ — Hygrophila Spinosa
  • ସଂ. ବି. (ବହୁବ୍ରୀହି; ବଜ୍ର ପରି କଠିନ କଣ୍ଟକ ଯାହାର) — ସିଝୁଗଛ (ହି. ଶ.) — Eurhorbia (plant)