ବଜ୍ବଜାଇବା Baj-bajāibā

  • ଦେ. କ୍ରି — (ପୋକ) ଉପୁଚେଇ ହେବା; ଫଳ ବା ଘାଆ ଆଦିରେ (ପୋକ) ସାଲୁ ସାଲୁ ହେବା — To abound in maggots
  • ଦେ. କ୍ରି — ଘାଆ ଆଦି ପୂଜପୂର୍ଣ୍ଣ ହୋଇ ଲତଲତ ହେବା — To become very soft, due to excessive pus inside (said of a sore, skin or boil)