ବଜ୍ଜାତ୍ Bajjāt

  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ. (ଫା. ବଦ୍ ଜାତ୍) — ଦୁର୍ବୃତ୍ତ; ଦୁଷ୍ଟ; ଖେଚେଡ଼ା — Wicked; vile
  • ବୈଦେ. ବିଣ. ପୁଂ ଓ ସ୍ତ୍ରୀ. (ଫା. ବଦ୍ ଜାତ୍) — ନୀଚ କୁଳୋତ୍ପନ୍ନ — Low-born; base-born