ବଜାୟ ରଖିବା Bajāya rakhibā

  • ଦେ. କ୍ରି. (ଫା. ବଜା) — (କଥା ବା ଆଦେଶ) ରକ୍ଷା କରିବା; ପାଳନ କରିବା; କାଏମ୍ ରଖିବା — To carry out uphold
  • ଦେ. କ୍ରି. (ଫା. ବଜା) — ପୂର୍ବ ପରି ଅକ୍ଷୁର୍ଣ୍ଣ ରଖିବା — To keep a thing intact as before