ବଜାରୀ Bajārī

  • ଦେ. ବିଣ. ପୁଂ (ଗାଳିବିଶେଷ) — ସହରବାସୀ (ଲୋକ) — (person) Living in a town
  • ଦେ. ବିଣ. ପୁଂ (ଗାଳିବିଶେଷ) — ନୀତିଭ୍ରଷ୍ଟ; ନୀଚ ଓ ଦୁଷ୍ଟ (ଲୋକ) — Vile; wicked (person)
  • ଦେ. ବିଣ. ପୁଂ (ଗାଳିବିଶେଷ) — ଅଭଦ୍ର — Ignoble; uncivil
  • ଦେ. ବିଣ. ପୁଂ (ଗାଳିବିଶେଷ) — ଇତର (ବ୍ୟକ୍ତି) — Vulgar (person)
  • ଦେ. ବିଣ. ପୁଂ (ଗାଳିବିଶେଷ) — ନିକୃଷ୍ଟ (ବସ୍ତୁ) — Inferior (article)
  • ଦେ. ବିଣ. ପୁଂ (ଗାଳିବିଶେଷ) — (ବିପରୀତ—ଫରମାସୀ)
  • ଦେ. ବିଣ. ପୁଂ (ଗାଳିବିଶେଷ) — ନିକୃଷ୍ଟ ଉପକରଣରେ ପ୍ରସ୍ତୁତ ଓ ବଜାରରେ ଅଳ୍ପ ଦାମରେ ମିଳୁଥିବା (ପଣ୍ୟଦ୍ରବ୍ୟ) — (a commodity) Which is made of inferior materials and is of low price