ବଜାର ସଉଦା Bajāra saudā

  • ବୈଦେ. ବି—(ଫା. ବାଜାର+ ସୌଦା) — ମନୁଷ୍ୟର ଦୈନିକ ବ୍ୟବହାର୍ଯ୍ୟ ଖାଦ୍ୟାଦିର ଉପକରଣ ପଣ୍ୟଦ୍ରବ୍ୟ (ଯଥା, ଡାଲି, ଚାଉଳ. ହାଣ୍ଡି, କାଠ, ପରିବା ତେଲ, ଲୁଣ) — Commodites which are the daily necessaries and are available in an ordinary market