ବଜାର ବସିବା Bajāra basibā

  • ଦେ. ବି — ବଜାରରେ କ୍ରୟ ବିକ୍ରୟ କାର ଚଳିବା — The going on of purchase and sale in a bazar
  • ଦେ. ବି — ପଣ୍ୟବୀଥିକାର ସ୍ଥାପିତ ହେବା — The opening of a bazar at a certain place