ବଜାର ଖରଚ Bajāra kharacha

  • ବୈଦେ. ବି—(ଫା. ବାଜାର+ ଖର୍ଚ୍ଚ) — ଦୈନିକ ବ୍ୟବହାର୍ଯ୍ୟ ପଣ୍ୟଦ୍ରବ୍ୟ (ଯଥା, ଚାଉଳ, ଡାଲି, ପରିବାପତ୍ର, ଲୁଣ, ତେଲ) କିଣିବାରେ ଯାହା ଖରଚ ହୁଏ — Expenses for procuring victuals and other daily necessaries in the markets