ବଚନ ପିତା ହେବା Bachana pitā hebā
- ଦେ. ବାକ୍ୟ — ଜଣକଦ୍ୱାରା ଅନ୍ୟ ଜଣଙ୍କୁ କଥିତ ବାକ୍ୟ ଦ୍ୱିତୀୟ ବ୍ୟକ୍ତିକୁ ଅପ୍ରୀତିକର ବୋଧ ହେବା — The words of a person addressed to another seeming unpleasant to the latter
- ଦେ. ବାକ୍ୟ — ତେବେ ହେଲେ ପିତା ବଚନ ତାଙ୍କୁ ପିତା ହେଲା ଘୋଟିଥିଲା ତ ମରଣ ଦେବତା। କୃଷ୍ଣସିଂହ, ମହାଭାରତ ଭୀଷ୍ଣ।