ବଙ୍ଗାଳୀ ତନ୍ତି Baṅgāḻī tanti
- ଦେ. ବି — ଓଡ଼ିଶାରେ ବହୁ ପୁରୁଷ ହେଲା ଉପନିବେଶ କରିଥିବା ବଙ୍ଗବାସୀ ତନ୍ତି — A class of weavers who originally migrated from Bengal generations ago
- ଦେ. ବି — [ଦ୍ର—ଏମାନେ ବହୁ ପୁରୁଷ ହେଲା ଓଡ଼ିଶାରେ ରହି ଓଡ଼ିଆ- ମାନଙ୍କ ଭାଷା ଓ ରୀତିନୀତିକୁ ବ୍ୟବହାର କରୁଅଛନ୍ତି।]