ବଙ୍ଗନା ପଲ୍ଲୀ Baṅganā pallī

  • ଦେ. ବି. (ନାମ) — ଦକ୍ଷିଣ ଭାରତର ମୁସଲମାନ୍ ନବାବଙ୍କ ଶାସିତ ଏକ ରାଜ୍ୟ — Bagnanpalli; name of an Indian State in Southern India
  • ଦେ. ବି. (ନାମ) — [ଦ୍ର—ଏହି ସ୍ଥାନର ଉତ୍କୃଷ୍ଟ ଆମ୍ବ 'ବାଇଗଣ ପଲେଇ ଆମ୍ବ' ରୂପେ ଭାରତରେ ସର୍ବତ୍ର ବିଖ୍ୟାତ।]