ବଙ୍କୁଲି ବାଡ଼ି Baṅkuli bāṟḍ̠i

  • ଦେ. ବି — ଯେଉଁ ବାଡ଼ିର ଅଗ ବଙ୍କା — Stick with a curved top
  • ଦେ. ବି — ଯେଉଁ ବାଡ଼ିର ଦେହ 2।3।4 ସ୍ଥାନରେ ବଙ୍କା — ଯେଉଁ ବାଡ଼ିର ଦେହ34ସ୍ଥାନରେ ବଙ୍କା— . A stick having a curved body