ବଘାରିବା Baghāribā
- ଦେ. କ୍ରି. (ସଂ. ଭର୍ଜ ଧାତୁ=ଭାଜିବା; ସଂ. ଅବଘାରଣ) — ଛୁଙ୍କିବା; ତେଲ ବା ଘିଅରେ ମସଲା ପୁଟାଇ ତହିଁରେ ଜଳସିଦ୍ଧ ବ୍ୟଞ୍ଜନାଦିକୁ ପରଜିବା — To flavour water-boiled curry by frying it with spices in oil or ghee
- ଦେ. କ୍ରି. (ସଂ. ଭର୍ଜ ଧାତୁ=ଭାଜିବା; ସଂ. ଅବଘାରଣ) — (ଲକ୍ଷଣାର୍ଥ) ପ୍ରକାଶ୍ୟରେ ଗାଳିମନ୍ଦ କରିବା — (figurative) To abuse a person openly
- ଦେ. କ୍ରି. (ସଂ. ଭର୍ଜ ଧାତୁ=ଭାଜିବା; ସଂ. ଅବଘାରଣ) — ପରର ଗୁପ୍ତ ଦୋଷ ପ୍ରକାଶ କରିବା — To divulge another person's secrets
- ଦେ. କ୍ରି. (ସଂ. ଭର୍ଜ ଧାତୁ=ଭାଜିବା; ସଂ. ଅବଘାରଣ) — ଶେଖୀ ବଘାରିବା; ଆପଣାର ବାହାଦୁରୀ କହି ବୁଲିବା — To aggrandise one's self