ବଗ୍ରାଇବା Bag-rāibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବିକିରଣ; ତୁଳ. ହି. ବଗରାନା) — ସ୍ତୁପୀକୃତ କୌଣସି ବସ୍ତୁକୁ ଖେଳେଇ କରି ଇତସ୍ତତଃ କରି ଦେବା — To scatter heaped-up things