ବଗଲ ବନ୍ଧ Bagalabandh

  • ଦେ. ବି. (ଫା. ବଗଲ୍+ସଂ. ବନ୍ଧ) — ଏକ ପ୍ରକାର କୁର୍ତ୍ତା, ଯହିଁର ବୋତାମ ବା ଡୋରି ବଗଲରେ ଥାଏ — A kind of coat with button or strings below the armpit