ବଖାଣି ହେବା Bakhāṇi hebā

  • ଦେ. କ୍ରି — ପରସ୍ପରକୁ କହି ହେବା; କଥୋପକଥନ କରିବା — To speak to each other; to talk about
  • ଦେ. କ୍ରି — ବଡ଼ କିଏ ନଗର ଜନଙ୍କ ଏ ଭାବ ବଖାଣି ହୋଇଲେ ଏକା ସେହି ପ୍ରସ୍ତାବ। ଭଞ୍ଜ. ବୈଦେହୀଶବିଳାସ।