ବଖାଣ କରିବା Bakhāṇa karibā
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — କହିବା — To speak
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ପୁଣି କୃଷ୍ଣ ଆଗରେ ବସିଲେ ବଖାଣି। କୃଷ୍ଣସିଂହ. ମହାଭାରତ. ସଭା।
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ବିଶଦ ଭାବରେ କହିବା — To state plainly and extensively
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ତାହା ମୁଁ ତୁମ୍ଭ ଆଗେ କରୁଛି ବଖାଣ। କୃଷ୍ଣସିଂହ. ମହାଭାରତ. ଆଦି।
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ବର୍ଣ୍ଣନା କରିବା — To describe; to narrate
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — କେତେ ଇତିହାସ କଥା ବଖାଣିଲେ ମୁନି। ମଧୁସୂଦନ. ବାଳ ରାମାୟଣ।
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ପ୍ରଚାର କରିବା — To proclaim; to publish
- ଦେ. କ୍ରି. (ସଂ. ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫା. ବୟାନ୍) — ସେ ଶବଦଟି ଉଚ୍ଚ ହୋଇ ବାହାରିଲା ସ୍ୱର୍ଗପୁରେ ଗୟଙ୍କ କୀର୍ତ୍ତି ବଖାଣିଲା। କୃଷ୍ଣସିଂହ. ମହାଭାରତ. ବନ।