ବଖରା କରିବା Bakharā karibā
- ଦେ. କ୍ରି — ବଡ଼ ଘରକୁ ଛୋଟ ଛୋଟ କୋଠରୀରେ ବିଭକ୍ତ କରିବା — To partition a big house into compartments
- ଦେ. କ୍ରି — ବାଣ୍ଟିବା; ବିଭାଗ କରିବା; ଭାଗ ଭାଗ କରି ବାଣ୍ଟି ନେବା — To partition; to divide into allotments
- ଦେ. କ୍ରି — ବଖରା ଧରିବା (ଦେଖ) — Bakharā dharibā (See)