ବକ୍ଷମାଣ Bakshyamāṇa

  • ସଂ. ବିଣ—(ବଚ ଧାତୁ+କର୍ମ. ଶାନଚ୍) — ବାଚ୍ୟ; ବକ୍ତବ୍ୟ (ହି. ଶ) — Speakable
  • ସଂ. ବିଣ—(ବଚ ଧାତୁ+କର୍ମ. ଶାନଚ୍) — କଥନର ବିଷୟୀଭୂତ — Subject of discourse or talk
  • ସଂ. ବିଣ—(ବଚ ଧାତୁ+କର୍ମ. ଶାନଚ୍) — ଯାହା ବୋଲାଯାଉ ଅଛି — Being spoken of