ବକ୍ଷଃପୀଡ଼ା Bakshah pīṟḍ̠ā

  • ସଂ. ବି—( 6 ଷ୍ଠୀ ତତ୍; ବକ୍ଷଃ+ପୀଡ଼ା) — ଛାତି ଦରଜ — Pain in the breast; chest complaint
  • ସଂ. ବି—( 6 ଷ୍ଠୀ ତତ୍; ବକ୍ଷଃ+ପୀଡ଼ା) — ଯକ୍ଷ୍ମାରୋଗ — Pulmonary consumption; pthisis