ବକ୍ରତୁଣ୍ଡ Bakra tuṇḍa

  • ସଂ. ବିଣ. ପୁଂ. (ବହୁବ୍ରୀହି; ବକ୍ର+ତୁଣ୍ଡ) — ଯାହା ପାଟି ବଙ୍କା; ବଙ୍କାମୁହାଁ — Having a curved or bent mouth
  • ବି — ଶୁକପକ୍ଷୀ; ଶୁଆ — Parrot
  • ବି — ଗଣେଶ — Gaṇeṡa