ବକ୍ର ପୁଷ୍ପ Bakra pushpa

  • ସଂ. ବି. (ବହୁବ୍ରୀହି; ବକ୍ର+ପୁଷ୍ପ) — ଅଗସ୍ତି ଗଛ — The Sesbania Grandiflora (tree)
  • ସଂ. ବି. (ବହୁବ୍ରୀହି; ବକ୍ର+ପୁଷ୍ପ) — ପଲାଶ ଗଛ — The Butea Frondosa (tree)
  • ସଂ. ବି. (ବହୁବ୍ରୀହି; ବକ୍ର+ପୁଷ୍ପ) — (କର୍ମଧା) ଅଗସ୍ତିଫୁଲ — The Sesbania grandiflora flower