ବକ୍ତାଇବା Bak-tāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ବାଧ୍ୟ କରି ଦୋଷ ସ୍ୱୀକାର କରାଇବା — To extort confession