ବକ୍ ବଜାରି Bak bajāri

  • ଦେ. ବି. (ସଂ. ବଚ ଧାତୁ) — ଅବିରତ କଥା କହିବା — Talking incessantly
  • ଦେ. ବି. (ସଂ. ବଚ ଧାତୁ) — ଅନେକ ସମୟ ପର୍ଯ୍ୟନ୍ତ ଉଚ୍ଚୈଃସ୍ୱରରେ ଗପିବା — Talking loudly for a long time
  • ଦେ. ବି. (ସଂ. ବଚ ଧାତୁ) — ବହୁତଗୁଡ଼ିଏ ଗପିବା ଦ୍ୱାରା ବିରକ୍ତି ବା କ୍ଲାନ୍ତି — Weariness due to talking for a long time
  • ବିଣ — ବାଦଦୂକ; ଗପଡ଼ୀ — Talkative
  • ବିଣ — ବହୁତଗୁଡ଼ାଏ ଗପି ଗପି ବିରକ୍ତ — Tired of talking too much