ବକିୟା ଖଜଣା Bakiyā khajaṇā

  • ବୈଦେ. ବି. (କଚିରିଆ) (ଫା. ବକୀୟା+ଖଜାନା) — ପୂର୍ବସନମାନଙ୍କର ଖଜଣା, ଯାହା ପ୍ରଜା ଆଦାୟ ନ ଦେଇ ବାକି ରଖିଥିବା — Arrear rent for year or years other than the current year