ବକଳା Bakaḻā

  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — ବଳ୍କଳ; ଗଛର ଛାଲ — Bark of a tree
  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — ଅଗସ୍ତି ସେହିକ୍ଷଣି କନ୍ୟାକୁ ବକଳ ପିନ୍ଧାଇଲେ କିଛିହିଁ ନୋହିଣ ବିକଳ—କୃଷ୍ଣସିଂହ. ମହାଭାରତ. ବନ।
  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — ଫଳଆଦିର ଚୋପା — Rind
  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — ଘାଆ ଆଦିରୁ ଉଠିବା ପତଳା ଚମ — Thin layer of skin peeling off from a sore
  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — ଏକପ୍ରକାର ପାରା — A species of pigeon
  • ଦେ. ବି—(ସଂ. ବଳ୍କଳ; ପ୍ରା. ବକ୍କଳ) — [ଦ୍ର—ଏମାନଙ୍କର ବର୍ଣ୍ଣ ଧୂସର ଓ କଣ୍ଠ ଉଜ୍ଜ୍ୱଳ ଅଟେ।]