ବକଲମ୍ କରିବା Bakalam karibā

  • ଦେ. ବି (କଚିରିଆ; ଫା. ୱକଲମ୍) — ଅନ୍ୟ ବ୍ୟକ୍ତିଙ୍କ ନାମ ସହି କରିବା — To sign the name of another person; to sign through the pen of another
  • ଦେ. ବି (କଚିରିଆ; ଫା. ୱକଲମ୍) — [ଦ୍ର—ଏ ଶବ୍ଦର ସାଙ୍କେତିକ। ବ।; ବକଲମ କରିବା ବ୍ୟକ୍ତି ସମ୍ପାଦନକାରୀ ବ୍ୟକ୍ତିର ନାମ ଲେଖି। ବ। ଲେଖି ତତ୍ପରେ ଆପଣା ନାମ ଲେଖନ୍ତି]