ବକର୍ନ୍ନା Bakrnnā
- ଦେ. ବି. ସ୍ତ୍ରୀ—(ସଂ. ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ) — ବହୁକାଳପ୍ରସୂତା ଗୌ; ପଡ଼ିଆ ଗାଈ — A cow which has long given birth to a calf; a cow which has gone dry
- ଦେ. ବି. ସ୍ତ୍ରୀ—(ସଂ. ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ) — (ସଂ. ବଷ୍କର= ବର୍ଷିକିୟା ବାଛୁରୀ)—ଛଡ଼ା; ମାଈ ବାଛୁରୀ; ଅସଂଘା ଛଡ଼ା — A female calf
- ଦେ. ବି. ସ୍ତ୍ରୀ—(ସଂ. ବଷ୍କୟଣୀ= ଚିରସୂତା; ଅନେକ ଦିନ ହେଲା ପ୍ରସବ କରିଥିବା ଗାଈ) — ସଦ୍ୟପ୍ରସୂତା ଗାଭୀ — A cow which has recently given birth to a calf