ବକ ଯନ୍ତ୍ର Baka jantra

  • ସଂ. ବି. (ବୈଦ୍ୟକ) — କୌଣସି ଜଳମିଶ୍ରିତ ପଦାର୍ଥକୁ ନିଆଁରେ ବସାଇ ସେଥିରୁ ବାହାରିବା ବାମ୍ଫକୁ ବଗମୁଁହ ପରି ବଙ୍କା ନଳ ବାଟେ ନେଇ ଥଣ୍ଡା କରାଇ ଅରକ କାଢ଼ିବା ନିମନ୍ତେ ବ୍ୟବହୃତ ଯନ୍ତ୍ର — A crane-necked apparatus used for distilling; a still; a retort