ବକ ପୁଷ୍ପ Baka pushpa
- ସଂ. ବି. (ଏ ପୁଷ୍ପ ବକ ପରି ଆକାରବିଶିଷ୍ଟ ଥିବାରୁ) — ଅଗସ୍ତୀ ଫୁଲ ଓ ତହିଁର ଗଛ — Sesbania Grandiflora (flower and tree)
- ଦେ. ବି. — ଶିବମଲ୍ଲୀ; ଗଇଶ ଫୁଲ — Leucas flower
- ଦେ. ବି. — ବକ ପୁଷ୍ପ ମାଳା ମାଳିକ ବିକ୍ରୟକୁ ଚାଙ୍ଗଡ଼ାରୁ ଟେକିଲା ଦୃକ। ଭଞ୍ଜ. ବୈଦେହୀଶବିଳାସ।
- ଦେ. ବି. — ବଗହୁଳା (ଦେଖ)—(ହରେକୃଷ୍ଣ. ଦ୍ରବ୍ୟଗୁଣ) — Bagahuḻā (See)