ବକ ପଞ୍ଚକ Baka pan̄chaka

  • ସଂ. ବି — କାର୍ତ୍ତିକ ମାସର ପଞ୍ଚକ ବ୍ରତ; କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଞ୍ଚଦିନ — The last five days of the lunar month of Kārttika
  • ସଂ. ବି — [ଦ୍ର—ଏ ପାଞ୍ଚଦିନ ଆମିଷ ଭୋଜନ ନିଷିଦ୍ଧ। କଥିତ ଅଛି ଯେ ଏ ପାଞ୍ଚଦିନ ବଗମାନେ ସୁଦ୍ଧା ମାଛ ଖାଆନ୍ତି ନାହିଁ।]