ବକ ଚନ୍ଦନ Baka chandana

  • ସଂ. ବି — ଏକପ୍ରକାର ବନ୍ୟବୃକ୍ଷ (ହି. ଶ.) — Name of a wild tree
  • ସଂ. ବି — [ଦ୍ର—ଏହାର ପତ୍ର ଗୋଲ ଓ ବଡ଼; ଗଛ ଉଚ୍ଚ ଓ କାଠ ଦୃଢ଼; ଫଳ ଲମ୍ବ ଓ ପତଳା, ଏଥିରେ 3।4 ଟି ଦଳ ଥାଏ। ଫଳକୁ ବାଟି ମୁଣ୍ଡବିନ୍ଧାରୋଗରେ କପାଳରେ ଲଗାଯାଏ।] — [ଦ୍ର—ଏହାର ପତ୍ର ଗୋଲ ଓ ବଡ଼; ଗଛ ଉଚ୍ଚ ଓ କାଠ ଦୃଢ଼; ଫଳ ଲମ୍ବ ଓ ପତଳା, ଏଥିରେ34ଟି ଦଳ ଥାଏ ଫଳକୁ ବାଟି ମୁଣ୍ଡବିନ୍ଧାରୋଗରେ କପାଳରେ ଲଗାଯାଏ]