ବଏ କରିବା Bae karibā
- ଦେ. କ୍ରି. (ସଂ. ବ୍ୟୟ) — ବ୍ୟୟ କରିବା — To spend
- ଦେ. କ୍ରି. (ସଂ. ବ୍ୟୟ) — କୌଣସି ବ୍ୟକ୍ତିଠାରୁ ଟଙ୍କା ନେବା — To take money
- ଦେ. କ୍ରି. (ସଂ. ବ୍ୟୟ) — [ଦ୍ର—ଖାତକ ମହାଜନଠାରୁ ଟଙ୍କା ବଏ କରେ।]
- ଦେ. କ୍ରି. (ସଂ. ବ୍ୟୟ) — ଆପଣା ପ୍ରାପ୍ୟ ବାବଦକୁ ଆଗତୁରା ଟଙ୍କା ନେବା — To take advance towards one's account
- ଦେ. କ୍ରି. (ସଂ. ବ୍ୟୟ) — ଦୋକାନୀଠାରୁ ପଣ୍ୟ ଦ୍ରବ୍ୟ ଧାରରେ ନେବା — To take commodities from a shop- keeper on credit