ବଉଳ ମାଳ Bauḻa māḻa

  • ଦେ. ବି — ବକୁଳ ଫୁଲର ମାଳା — A wreath of Bakuḻa flowers
  • ଦେ. ବି — ଏକପ୍ରକାର ବିନ୍ଦୁମୟ ପାଉଁସିଆ କନ୍ଦା ପଥର — A kind of Brown spotted granite
  • ଦେ. ବି — ଏକପ୍ରକାର ଧାନର ନାମ — Name of a kind of paddy growing in clusters
  • ଦେ. ବି — [ଦ୍ର—ଏ ଧାନ ପେନ୍ଥା ହୋଇ ଫଳେ ଓ ବଉଳ ଫୁଲ ପରି ଦେଖାଯାଏ।]