ବଉଳ ମାଳି Bauḻa māḻi

  • ଦେ. ବି — ବଉଳ ଫୁଲର ମାଳା ପରି ଏକଜାତୀୟ ଦଳ — A kind of water-weed resembling a Bakuḻa-garland
  • ପ୍ରାଦେ. (ବାଲେଶ୍ୱର) ବି — ବେସନରେ ତିଆରି ହୋଇଥିବା ଏକପ୍ରକାର ତୈଳ ବା ଘୃତପକ୍ୱ ପିଠା — A kind of small pastry cake fried in ghee or oil