ବଉଳ ଅମାବାସ୍ୟା Bauḻa amābāsyā

  • ଦେ. ବି. (ସଂ. ବକୁଳ ଅମାବାସ୍ୟା) — ପୌଷ ମାସର ଅମାବାସ୍ୟା — The new- moon of the month of Pa̲u̲sha
  • ଦେ. ବି. (ସଂ. ବକୁଳ ଅମାବାସ୍ୟା) — [ଦ୍ର—ଏ ଦିନ ଆମ୍ବ ବଉଳ ପକାଇ ବ୍ରାହ୍ମଣ ଗୃହସ୍ଥ ଯାଉ ବା ଖିରୀ କରି ଦେବପୂଜା କରନ୍ତି। ଜଗନ୍ନାଥଙ୍କ ଦେଉଳରେ ମଧ୍ୟ ଏହି ଉତ୍ସବ ହୁଏ।]