ବଉଲ୍ ଖିଆ Baul khiā

  • ପ୍ରାଦେ. (ସମ୍ବଲପୁର) ବି. — ଫାଲଗୁନ ପୂର୍ଣ୍ଣମୀ ଦିନ ଗ୍ରାମର ପ୍ରତ୍ୟେକ ଗୃହସ୍ଥଙ୍କ ଘରେ ଅନୁଷ୍ଠିତ ଖିଆପିଆ ଉତ୍ସବ — A feast observed by every villager on the fullmoon of 'Phālguna'