ବଉଁଶ ଖିଆ Bauñṡa khiā
- ଗ୍ରା. ବିଣ. ପୁଂ. (ଗାଳି) — ଯେ ଆପଣାର ବଂଶକୁ ନାଶ କରେ ବା ବଂଶନାଶରୁ କାରଣ ହୁଏ — (a term of abuse) One who kills his family; one who causes or brings about the extinction of his family
- ଗ୍ରା. ବିଣ. ପୁଂ. (ଗାଳି) — [ଦ୍ର—ଯେଉଁ ସ୍ତ୍ରୀଲୋକ ବଞ୍ଚି ଥାଉଁ ଥାଉଁ ତା ବଂସର ଅନ୍ୟ ସମସ୍ତେ ମୃତ ହୁଅନ୍ତି ତାକୁ ଗାଳିରେ ସ୍ତ୍ରୀଲୋକମାନେ ବଉଁଶଖାଈ ବୋଲି କହନ୍ତି।]