ବଇସୁଲ୍ତାନିରେ ଆସିବା Baisul-tānire āsibā

  • ଦେ. କ୍ରି — (କୌଣସି ଜମିଦାରୀର ରାଜସ୍ୱ ନିର୍ଦ୍ଧାରିତ କିସ୍ତିରେ ଦିଆ ନ ଯିବାରୁ ତାହା) ନିଲାମ କରାଯିବା ପାଇଁ ବିଜ୍ଞାପିତ ହେବା — (a defaulting Zamindary) To be advertised for sale for arrears of revenue