ବଇର Baira
- ଗ୍ରା. (ପଦ୍ୟ) ବି — (ସଂ. ବୈର) ବୈରଭାବ; ଶତ୍ରୁତା — Enmity
- ଗ୍ରା. (ପଦ୍ୟ) ବି — ଜରାସନ୍ଧ ବୋଇଲେ ତୁମ୍ଭର ଆମ୍ଭର କେଉଁ କାଳେ ହୋଇଅଛିଟି ବଇର=କୃଷ୍ଣସିଂହ. ମହାଭାରତ, ସଭା।
- ଗ୍ରା. (ପଦ୍ୟ) ବି — (ସଂ. ବୈରୀ) ଶତ୍ରୁ — Enemy
- ଗ୍ରା. (ପଦ୍ୟ) ବି — ନିରତେ ସ୍ମରଣ ତାହାର ଯେଣୁ ସେ ଅଟନ୍ତି ବିର—ପ୍ରାଚୀ. ପୂର୍ଣ୍ଣତମ ଚନ୍ଦ୍ରୋଦୟ।