ବଇଭୋଗ Baibhoga

  • ଗ୍ରା. (ପଦ୍ୟ) ବି — (ସଂ. ବୈଭବ) ଐଶ୍ୱର୍ଯ୍ୟ — Riches; affluence
  • ଗ୍ରା. (ପଦ୍ୟ) ବି — (ସଂ. ବି+ଭୋଗ) ଭୋଗ — Enjoyment
  • ଗ୍ରା. (ପଦ୍ୟ) ବି — କଳ୍ପିତ ମଖ ବଇଭଗେ ସେ ପ୍ରଜା ଅର୍ଥେ ରଚି ରଙ୍ଗେ—ଜଗନ୍ନାଥ. ଭାଗବତ।