ବଇନ୍ତରିବା Baintaribā
- ଦେ. କ୍ରି. (ସଂ. ବର୍ତ୍ତନ) — ଉଧୁରି ଯିବା; ବରତିବା; ନିସ୍ତାର ପାଇବା — To be rescued; to be delivered; to overcome
- ଦେ. କ୍ରି. (ସଂ. ବର୍ତ୍ତନ) — (ଯଥା—ସେ ବାଘ ମୁହଁରୁ ବଇନ୍ତରି ଗଲା।)
- ପ୍ରାଦେ. (ଯାଜପୁର) — ବେଶି ଦିନ ସ୍ଥାୟୀ ହେବା — To wear long
- ପ୍ରାଦେ. (ଯାଜପୁର) — (ଯଥା—ଏ ଖଦଡ଼ ଲୁଗା ବେଶି ଦିନ ବଇନ୍ତରି ଗଲା।)