ବଇନି କରିବା Baini kribā
- ଦେ. କ୍ରି — ଦିନ ମଧ୍ୟରେ ସର୍ବପ୍ରଥମେ ଦୋକାନରୁ ପଣ୍ୟ ବିକ୍ରି କରିବା — To sell the first thing for the day; to make the first sale of commodities in a shop for the day
- ଦେ. କ୍ରି — ଦୋକାନରେ ପଣ୍ୟ ଦ୍ରବ୍ୟର ଦୈନିକ ବିକ୍ରିର ଆରମ୍ଭରେ ସର୍ବପ୍ରଥମେ ବିକ୍ରୀତ ଦ୍ରବ୍ୟର ନଗଦ ମୂଲ୍ୟ ଗ୍ରହଣ କରିବା — To make the first sale of a commodity from a shop by taking cash for it