ବଇଣୀ Baiṇī

  • ଦେ. ବି. ସ୍ତ୍ରୀ. (ସଂ. ଭଗିନୀ; ପ୍ରା. ବହିଣୀ) — ଭଗିନୀ; ଭଉଣୀ — Sister
  • ଦେ. ବି. ସ୍ତ୍ରୀ. (ସଂ. ଭଗିନୀ; ପ୍ରା. ବହିଣୀ) — ବହିଣୀ ତୁ ମୋର ନ ଜାଣି ସଂସାର ମଧ୍ୟରେ କେ ଅଛି— ଭଞ୍ଜ. ବୈଦେହୀଶବିଳାସ।