ବଇଠି କରଣ Baiṭhi karaṇa

  • ଦେ. ବି — ରାଜକର୍ମଚାରି ବିଶେଷ; ଦେବାଳୟର କର୍ମଚାରୀ ବିଶେଷ; ଛାମୁକରଣ — A clerk in a temple or in the court of a Raja, whose duty is to write accounts and supervise daily works
  • ଦେ. ବି — [ଦ୍ର—ଏମାନେ ଏକ ସ୍ଥାନରେ ବସି କାର୍ଯ୍ୟର ତତ୍ତ୍ୱ ବୁଝନ୍ତି ଓ ହିସାବ ଲେଖନ୍ତି।]