ବଇଠକ ଖାନା Baiṭhaka khānā

  • ଦେ. ବି. (ହି. ବୈଠକ+ଫା. ଖାନାହ୍) — ବସିବା ନିମନ୍ତେ ବ୍ୟବହୃତ କୋଠରୀ; ବେହରଣ ମଣ୍ଡପ; ଉପବେଶନ ଗୃହ — Parlour; drawing room