ବଇ ସୁଲତାନ୍ Baisul-tān

  • ବୈଦେ. ବି. (ଫା. ବୈ=ବିକ୍ରି+ସୁଲତାନୀ= ସମ୍ରାଟଙ୍କ ସମ୍ବନ୍ଧୀୟ; ରାଜସ୍ୱ ବାକି ନିମନ୍ତେ ସରକାରଙ୍କ ଦ୍ୱାରା ଜମିଦାରି ନିଲାମ କରାଯାଉଥିବାରୁ) — ରାଜସ୍ୱ ବାକି ପଡ଼ିଥିବାରୁ ସରକାରଙ୍କଦ୍ୱାରା ଜମିଦାରିର ନିଲାମ — Sale of Zamindaries for arrears of revenue
  • ବିଣ — ରାଜସ୍ୱ ବାକି ନିମନ୍ତେ ନିଲାମ କରା ଯାଇଥିବା (ଜମିଦାରୀ) — (estate) Sold for arrears of its revenue