ବଇ ଦେବା Bai debā

  • ଦେ. କ୍ରି. (ସଂ. ବ୍ୟୟ) — ବ୍ୟୟ କରିବା — To spend away
  • ଦେ. କ୍ରି. (ସଂ. ବ୍ୟୟ) — ବଇ ଦେଲା କିଛି କର କେଶର ବିଜୟ ପାଦେ ଦେଖି ସାରସର। ଭଞ୍ଜ ବୈଦେହୀଶବିଳାସ।